ଶିକ୍ଷକଙ୍କ ପୁନଃ ନିଯୁକ୍ତି ପ୍ରସଙ୍ଗରେ ପ୍ରତିପକ୍ଷଙ୍କୁ ନୋଟିସ

Aug 3, 2018 - 15:13
 168
ଶିକ୍ଷକଙ୍କ ପୁନଃ ନିଯୁକ୍ତି ପ୍ରସଙ୍ଗରେ ପ୍ରତିପକ୍ଷଙ୍କୁ ନୋଟିସ
କଟକ,୩ା୮(ସକାଳଖବର): ମୟୂରଭଞ୍ଜ ଜିଲାର ଜଣେ ଶିକ୍ଷକଙ୍କୁ କାର୍ଯ୍ୟ କରିବା ପାଇଁ ପୁନଃ ନିଯୁକ୍ତି ଦିଆନଯିବା ପ୍ରସଙ୍ଗରେ ହାଇକୋର୍ଟ ଜଷ୍ଟିସ ଅକ୍ଷୟ କୁମାର ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବାବ ରଖିବା ପାଇଁ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ପାଇଁ ଆସନ୍ତା ସେପ୍ଟେମ୍ବର ମାସ ୧୮ତାରିଖକୁ ଦିନ ଧାର୍ଯ୍ୟ କରିଛନ୍ତି ।