ଆଉ ୨ଟି ହସ୍ତୀ ଅଭୟାରଣ୍ୟ

Dec 14, 2019 - 04:11
 74
ଭୁବନେଶ୍ୱର ୧୨/୧୨(ସକାଳଖବର): ଦକ୍ଷିଣ ଓଡିଶାରେ ହାଥୀ ମାନଙ୍କ ସୁରକ୍ଷା ପାଇଁ ହସ୍ତୀ ଅଭୟରାଣ୍ୟ ହେବ । ଚିଫ ଲାଇଫ ବାର୍ଡେନ ହରିଶଂକର ଉପାଧ୍ୟାୟ ଏହା ପ୍ରକାଶ କରିଛନ୍ତି । କନ୍ଧମାଳ ଓ ବ୍ରହ୍ମପୁର ମଧ୍ୟରେ ଏହି ଅଭୟାରଣ୍ୟ ହେବ । ସେମାନଙ୍କର ସୁରକ୍ଷା ନେଇ ଟେକ୍ନୋଲଜି ମଧ୍ୟ ବ୍ୟବହାର କରା ଯିବ । ଏଥିନେଇ ଆଇଆଇଟି ଭୁବନେଶ୍ୱର ଓ ବନ ବିଭାଗ ମଧ୍ୟରେ ଆଲୋଚନା ଚାଲିଛି । ହାତୀ ଆସୁଥିବାର ଶବ୍ଦ ଶୁଣିବା ନେଇ ଇନଫ୍ରା ରେଂଜ ଯନ୍ତ୍ର ପ୍ରସ୍ତୁତ କରା ଯିବ । ଦୁଷ୍ଟ ହାତୀ ମାନଙ୍କର ବେକରେ ରେଡିଓ କଲର ବ୍ୟବହାର କରା ଯିବ ।