ଗ୍ୟାସ ପାଇପ ଫାଟି ମେଡ଼ିକାଲରେ ଅଗ୍ନିକାଣ୍ଡ

Aug 17, 2018 - 18:55
 186
ଅନୁଗୋଳ ୧୭/୮ (ସକାଳଖବର): ଅନୁଗୋଳ ମୁଖ୍ୟ ଚିକିସôାଳୟ ପରିସରରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ଆଜି ସକାଳ ବେଳା ମେଡ଼ିକାଲରେ ପରିସରରେ ଥିବା ରୋଷେଇ ଘରେ ଗ୍ୟାସ ପାଇପ ଫାଟିଯିବା ଯୋଗୁଁ ଅଗ୍ନିକାଣ୍ଡ ଘଟିଛି । ତେବେ ଏଥିରେ କାହାର କିଛି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି । ସୂଚନା ଯେ, ରୋଷେଇ ଘରେ ରୋଗୀଙ୍କ ପାଇଁ ରୋଷେଇ ଚାଲିଥିବାବେଳେ ହଠାତ୍ ଗ୍ୟାସ ପାଇପ ଫାଟି ନିଆଁ ଲାଗିଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚô ନିଆଁକୁ ଆୟତ କରିଥିଲେ ।ତେବେ ରୋଷେଇ ଘରେ ଅଗ୍ନି ନିରାପକ ଥିଲେ ମଧ୍ୟ କୌଣସି ମେଡ଼ିକାଲ କର୍ମଚାରୀ ନିଆଁକୁ ଲିଭାଇବା ପାଇଁ ସାହାସ କରି ପାରିନଥିଲେ ।