ସାପ କାମୁଡ଼ାରେ ଜଣେ ମୃତ

Aug 17, 2018 - 18:54
 181
ଅନୁଗୋଳ ୧୭/୮ (ସକାଳଖବର): ଆଠମଲ୍ଲିକ ବ୍ଲକ ପତାକା ଗାଁର ସୁଦର୍ଶନ ପରିଡ଼ାକୁ ଏକ ବିଷଧର ସାପ କାମୁଡ଼ି ଦେବାରୁ ତାଙ୍କୁ ଚିକିସôା ପାଇଁ ଅନୁଗୋଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତାଙ୍କର ଚିକିସôାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି । ସେ ଗୁରୁବାର ଦିନ ଫୁଲ ତୋଳିବା ପାଇଁ ବାଡ଼ି ପଛ ପଟକୁ ଯାଉଥିବାବେଳେ ବିଷଧର ସାପ ତାଙ୍କ ଗୋଡ଼କୁ କାମୁଡ଼ି ଦେଇଥିଲା ।