ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା

Aug 8, 2018 - 14:28
 188
ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲା
କଟକ,୮ା୮(ସଗାଳଖବର): ଗଞ୍ଜାମ ଜିଲାର ସାମ୍ବାଦିକ ତରୁଣ ଆଚାର୍ଯ୍ୟ ହତ୍ୟା ମାମଲାରେ ଅଭିଯୁକ୍ତ ପି ଶ୍ୟାମସୁନ୍ଦର ପୃଷ୍ଟିଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆବେଦନକୁ ଅଗ୍ରାହ୍ୟ କରିବା ସହ ଉକ୍ତ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ଦୁର୍ଗା ପୂଜା ମଧ୍ୟରେ ଟ୍ରାଏଲ ଶେଷ କରିବା ପାଇଁ କୋର୍ଟ ନିମ୍ନ ଅଦାଲତକୁ ନିଦେ୍ର୍ଧଶ ଦେଇଛନ୍ତି ।