ଭିଜିଲାନ୍ସ କୋର୍ଟରେ ହାଜର ହେଲେ ଜିତୁ ପଟ୍ଟନାୟକ

Jan 5, 2019 - 18:07
 159
ଭୁବନେଶ୍ୱର,୫/୧(ସକାଳଖବର): ବି.ଡି ପଟ୍ଟନାୟକ ଖଣି ମାମଲାରେ ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକ ଭିଜିଲାନ୍ସ କୋର୍ଟରେ ହାଜର ହୋଇଛନ୍ତି । ବେଆଇନ୍ ଖଣି ଉତୋଳନ ମାମଲାରେ ହାଜର ହୋଇ ନିଜର ପକ୍ଷ ରଖିବାକୁ କୋର୍ଟ ନିଦେ୍ର୍ଧଶ ଦେଇଥିଲେ ।