କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ମାମଲା

Jul 18, 2018 - 14:34
 161
କଟକ,୧୮ା୭(ସକାଳଖବର): ଜମି ଦେବା ନାଁରେ ଠକେଇ କରି ଗିରଫ ହୋଇଥିବା ଅବସରପ୍ରାପ୍ତ ଲେଫନ୍ୟାଣ୍ଟ କର୍ଣ୍ଣେଲ ରାକେଶ ରଣାଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଏସ କେ ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆସନ୍ତା ୨୫ତାରିଖରେ ନିମ୍ନ ଅଦାଲତରେ ଆତ୍ମସମର୍ପଣ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ତେବେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ୩୦ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।