୧୫ ଦିନରେ ୫୦ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରାଯିବ - ଜୀତେନ୍ଦ୍ର ସିଂହ

Aug 20, 2018 - 12:12
 258
୧୫ ଦିନରେ ୫୦ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରାଯିବ  - ଜୀତେନ୍ଦ୍ର ସିଂହ
ଭୁୁବନେଶ୍ୱର,୨୦/୮ (ସକାଳଖବର): ଆଗାମୀ ୧୫ ଦିନ ମଧ୍ୟରେ କଂଗ୍ରେସ ଦଳର ପ୍ରାର୍ଥୀ ଘୋଷଣା କରା ଯିବ ବୋଲି ପ୍ରଦେଶ କଂଗ୍ରେସ ପ୍ରଭାରୀ ତଥା ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଜୀତେନ୍ଦ୍ର ସିଂହ ସୂଚନା ଦେଇଛନ୍ତି । ଶ୍ରୀ ସିଂହ କହିଛନ୍ତି ଯେ ସୋମବାର ଦିନ ପ୍ରଦେଶ କଂଗ୍ରେସ ନିର୍ବାଚନ କମିଟିର ବୈଠକ ବସିବ । ପ୍ରଥମ ପର୍ଯ୍ୟାୟରେ ଅନ୍ୟୁନ ୫୦ଟି ଆସନ ପାଇଁ ପ୍ରାର୍ଥୀ ଚୟନ କରା ଯିବ ବୋଲି ଶ୍ରୀ ସିଂହ ସୂଚନା ଦେଇଛନ୍ତି