ଚୀନ୍‌ ଗୋଟିଏ ଇଞ୍ଚ ଜମି ଜବରଦଖଲ କରିପାରିବ ନାହିଁ: ଅମିତ ଶାହା

Apr 9, 2024 - 20:41
Apr 9, 2024 - 20:41
 69
ଚୀନ୍‌ ଗୋଟିଏ ଇଞ୍ଚ ଜମି ଜବରଦଖଲ କରିପାରିବ ନାହିଁ: ଅମିତ ଶାହା

 ସକାଳ ଖବର :ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଅମଳରେ ଚୀନ୍‌ ଭାରତର ଗୋଟିଏ ଇଞ୍ଚ ଜମି ମଧ୍ୟ ଜବରଦଖଲ କରିପାରିବ ନାହିଁ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା। ମଙ୍ଗଳବାର ଗୃହମନ୍ତ୍ରୀ ଅମିତ ଶାହା ଦାବି କରିଛନ୍ତି ଯେ ୧୯୬୨ ଚୀନ୍‌ ଆକ୍ରମଣ ସମୟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ଆସାମ ଓ ଅରୁଣାଚଳ ପ୍ରଦେଶକୁ କିପରି ‘ବାୟ ବାୟ’ କହିଥିଲେ ତାହା ଲୋକମାନେ କେବେ ବି ଭୁଲି ପାରିବେ ନାହିଁ।