ହାଇକୋର୍ଟରେ ସର୍ବକ୍ଷମା ବିଜ୍ଞପ୍ତି ରଦ୍ଧ ମାମଲା

Aug 2, 2018 - 15:30
 157
ହାଇକୋର୍ଟରେ ସର୍ବକ୍ଷମା ବିଜ୍ଞପ୍ତି ରଦ୍ଧ ମାମଲା
କଟକ,୨ା୮(ସକାଳଖବର): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସର୍ବକ୍ଷମା ଯୋଜନା କାର୍ଯ୍ୟକାରୀ ନେଇ ପ୍ରକାଶିତ ବିଜ୍ଞପ୍ତିକୁ ରଦ୍ଧ କରିବା ନେଇ ଦାୟର ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରି ୪ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ସରକାର ଜବାବ ରଖିବାର ୧ ସପ୍ତାହ ମଧ୍ୟରେ ପ୍ରତି ଜବାବ ରଖିବା ପାଇଁ ଆବେଦନକାରୀଙ୍କୁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।