ଓଡ଼ିଶା ସମବାୟ ୟୁନିୟନ ମାମଲା

Jul 6, 2018 - 18:41
 172
କଟକ,୬ା୭(ସକାଳଖବର): ଅର୍ଥତୋଷାରପାତ ପ୍ରସଙ୍ଗରେ ଓଡ଼ିଶା ସମବାୟ ୟୁନିୟନ ପକ୍ଷରୁ ହାଇକୋର୍ଟରେ ଦାୟର ମାମଲା ଉପରେ ଡକ୍ଟର ଜଷ୍ଟିସ ଏ. କେ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ୪ସପ୍ତାହ ମଧ୍ୟରେ ଜବାବ ରଖିବା ପାଇଁ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି । ଏହି ମାମଲାରେ କଲେଜ ଅଧ୍ୟକ୍ଷା, ରେଜିଷ୍ଟ୍ରାର ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି ।