ଶପଥ ନେଲେ କଟକ ବାର୍ ଆସୋସିଏସନ୍ ନିର୍ବାଚିତ କର୍ମକର୍ତ୍ତା

Jul 4, 2018 - 14:35
 236
କଟକ,୪ା୭(ସକାଳଖବର): କଟକ ବାର୍ ଆସୋସିଏସନର ନବ ନିର୍ବାଚିତ କର୍ମକର୍ତ୍ତା ବୁଧବାର ଶପଥ ଗ୍ରହଣ କରିଛନ୍ତି । ଏହି ଅବସରରେ ଜିଲା ଓ ଦୌରାଜଜ ସତ୍ୟନାରାୟଣ ମିଶ୍ର, ହାଇକୋର୍ଟ ବାର ଆସୋସିଏସନ ସଭାପତି ଶ୍ରୀକାନ୍ତ କୁମାର ନାୟକ, ବରିଷ୍ଠ ଆଇନଜୀବୀ ଭକ୍ତହରି ମହାନ୍ତି ଓ ଉଦୟ ନାଥ ସାହୁ ଯୋଗଦେଇ କର୍ମକର୍ତ୍ତାଙ୍କୁ ଶପଥ ପାଠ କରାଇଥିଲେ ।