ରେଭେନ୍ସା ବେଷ୍ଟ ଗ୍ରାଜୁଏଟଙ୍କ ସଫଳତା

May 31, 2018 - 06:16
 177
ରେଭେନ୍ସା ବେଷ୍ଟ ଗ୍ରାଜୁଏଟଙ୍କ ସଫଳତା
କଟକ, ୩୧ ।୫(ସକାଳଖବର): ରେଭେନ୍ସା ବିଶ୍ୱବିଦ୍ୟାଳୟ ବେଷ୍ଟ ଗ୍ରାଜୁଏଟ ସୌରିୟା ନାୟକ ପୁଣି ଏକ ପରୀକ୍ଷାରେ ସଫଳତା ପାଇଛନ୍ତି । ଜଏଣ୍ଟ ଆଡମିଶନ ଟେଷ୍ଟ ଫର ଏମଏସସି(ଜାମ) ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି । ଝାଡଖଣ୍ଡ ଧାନବାଦ ଆଇଆଇଟି(ଆଇଏସଏମ)ରେ ଭୂତତ୍ତ୍ୱ ବିଜ୍ଞାନରେ ନାମ ଲେଖାଇବାର ସୁଯୋଗ ପାଇଛନ୍ତି । ଅରୁଣାଞ୍ଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟରେ ଇଂରାଜୀ ବିଭାଗ ପ୍ରଫେସର ଭାଗବତ ନାୟକ, ଅଧ୍ୟାପିକା ସ୍ମିତା ମହାନ୍ତିଙ୍କ କନ୍ୟା, ଆଇନଜୀବୀ ରଞ୍ଜନ ନାୟକଙ୍କ ଝିଆରି ସୌରିୟା ଶିକ୍ଷାଦାନ କ୍ଷେତ୍ରରେ କାମ କରିବା ପାଇଁ ଇଚ୍ଛା ରଖିଛନ୍ତି ।