ରେଲୱେ ଚାକିରି ନାଁ’ରେ ୧୪ଲକ୍ଷ ଠକେଇ

Oct 26, 2021 - 04:57
 77
ରେଲୱେ ଚାକିରି ନାଁ’ରେ ୧୪ଲକ୍ଷ ଠକେଇ
ଝାରସୁଗୁଡା: ଆଗରୁ ଅନେକ ଚାକିରି ପାାଇଁ ଦୁର୍ନିତି ଅଭିଯୋଗ ଆମ ସମସ୍ତେ ଜାଣିଛେ । ବର୍ତ୍ତମାନ ରେଲୱେ ଚାକିରି ଦେବା ନାଁ’ରେ ୧୪ଲକ୍ଷ ଟଙ୍କା ଠକେଇ ଅଭିଯୋଗ ସାମ୍ନାକୁ ଆସିଛି । ଚାକିରି କରେଇ ଦେବା କହି ତିନି ଭାଈ ଭଉଣୀ ଟଙ୍କା ଠକିଥିବାର,ୁ ତାଙ୍କୁ ଗିରଫ କରିଛି ପୋଲିସ । ବରଗଡରୁ ଦୁଇ ଜଣ ଭଉଣୀଙ୍କ ସହ ଭାଈକୁ ଗିରଫ କରିବା ସମୟରେ ସେମାନଙ୍କ ଠାରୁ ୧୨ଲକ୍ଷ ଟଙ୍କା ସହ ଗୋଟିଏ କାର ମଧ୍ୟ ପୋଲିସ ଜବତ କରିଛି ।