ପ୍ରମୋଦ ପାଢ଼ୀ ନବରଙ୍ଗପୁର ଜିଲ୍ଲା ବିଜେଡି ସଂଯୋଜକ

Sep 10, 2018 - 16:14
 226
ପ୍ରମୋଦ ପାଢ଼ୀ ନବରଙ୍ଗପୁର ଜିଲ୍ଲା ବିଜେଡି ସଂଯୋଜକ
ଭୁବନେଶ୍ୱର,୧୦|୯(ସକାଳଖବର): ବିଜୁ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ବିଜେଡି ନବରଙ୍ଗପୁର ଜିଲ୍ଲା ସଂଯୋଜକ ଭାବେ ଶ୍ରୀ ପ୍ରମୋଦ କୁମାର ପାଢ଼ୀଙ୍କୁ ନିଯୁକ୍ତି ଦେଇଛନ୍ତି । ଶ୍ରୀ ପାଢ଼ୀ ବିଜୁ ଜନତା ଦଳର ନବରଙ୍ଗପୁର ଜିଲ୍ଲା ସଭାପତିଙ୍କ ସହ ମିଶି କାର୍ଯ୍ୟ କରିବାକୁ ସଭାପତି ଶ୍ରୀ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି ବୋଲି ଦଳର ରାଜ୍ୟ ସଂପାଦକ ଶ୍ରୀ ବିଜୟ ନାୟକ ଏକ ପ୍ରେସ ଇସ୍ତାହାରରେ ଜଣାଇଛନ୍ତି ।