ପ୍ରକାଶ ପାଇଲା ଜେଇମେନ୍ ରେଜଲ୍ଟ

Jul 11, 2022 - 05:07
 45
ପ୍ରକାଶ ପାଇଲା ଜେଇମେନ୍ ରେଜଲ୍ଟ
ଭୁବନେଶ୍ୱର : ଜେଇମେନ୍ ସେସନ୍-୧ର ରେଜଲ୍ଟ ପ୍ରକାଶ ପାଇଛି । ପ୍ରାୟ ୧୦ଲକ୍ଷ ପରୀକ୍ଷାର୍ଥୀ ସେସନ୍-୧ରେ ପରୀକ୍ଷା ଦେଇଥିଲେ । ଚଳିତ ବର୍ଷ ଜୁନ୍ ୨୩ରୁ ୨୯ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିଥିଲା । ତେବେ Jeemain.nta.nic.in ୱେବସାଇଟ୍ରେ ରେଜଲ୍ଟ ଉପଲବ୍ଧ ଅଛି । ଏହି ୱେବସାଇଟକୁକୁ ଯାଇ ନିଜ ନିଜ ରୋଲ ନମ୍ବର ଆଧାରରେ ଛାତ୍ରାଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ ।