ଦିଲ୍ଲୀରେ ଖୋଲିଲା ମହାନଦୀ ଟି୍ରବୁ୍ୟନାଲ କାର୍ଯ୍ୟାଳୟ

Aug 10, 2018 - 19:43
 201
ଭୁବନେଶ୍ୱର,୧୦/୮ (ସକାଳଖବର): ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ଆବଂଟନକୁ ନେଇ ଦେଖାଦେଇଥିବା ବିବାଦର ବିଚାର ପାଇଁ ଦିଲ୍ଲୀର କନଟ ପ୍ଲେସରେ ଟି୍ରବୁ୍ୟନାଲ ଅଫିସ ଖୋଲାଯାଇଛି । ତେବେ ଟର୍ମ ଆଣ୍ଡ ରେଫରେନସ ଏ ପର୍ଯ୍ୟନ୍ତ ମିଳିନାହିଁ ବୋଲି ରାଜ୍ୟ ଜଳ ସମ୍ପଦ ବିଭାଗର ସଚିବ ପ୍ରଦୀପ ଜେନା ପ୍ରକାଶ କରିଛନ୍ତି । ଏହି ମାମଲାରେ ଟି୍ରବୁ୍ୟନାଲକୁ ଯିବାପାଇଁ ମୁଖ୍ୟ ଶାସନ ସଚିବ ଏବଂ ବିଭାଗୀୟ ସଚିବ ଶ୍ରୀ ଜେନାଙ୍କୁ ଦାୟିତ୍ୱ ଦିଆଯାଇଛି ।