କିଶୋର ଆଇନ କାର୍ଯ୍ୟକାରିତା ନେଇ ସତ୍ୟପାଠ ଦାଖଲ ନିଦେ୍ର୍ଧଶ

Jul 16, 2018 - 14:48
 172
କଟକ,୧୬ା୭(ସକାଳଖବର): କିଶୋର ଆଇନ ଥିବା ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ନେଇ ହାଇକୋର୍ଟରେ ରୁଜୁ ଜନସ୍ୱାର୍ଥ ମାମଲା ଉପରେ ହାଇକୋର୍ଟ ମୁଖ୍ୟ ବିଚାରପତି ବିନୀତ ଶରଣ ଓ ଡକ୍ଟର ଜଷ୍ଟିସ ବି ଆର ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ସତ୍ୟପାଠ ଦାଖଲ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଜେଜେ ଆକ୍ଟ ଉପରେ ଧାର୍ଯ୍ୟ ହୋଇଥିବା ୧୬ଟି ଭାର୍ଗଦର୍ଶନ ଉପରେ କଣ ପଦକ୍ଷେପ ନିଆଯାଇଛି ଓ କଣ କଣ ପଦକ୍ଷେପ ନିଆଯାଇନାହି ସେ ସଂପର୍କରେ ସତ୍ୟପାଠ ମାଧ୍ୟମରେ ଜଣାଇବା ପାଇଁ କୋର୍ଟ ନିଦେ୍ର୍ଧଶ ଦେଇଛନ୍ତି ।