ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା

Jul 9, 2018 - 17:30
 217
କଟକ,୯ ।୭(ସକାଳଖବରା): ସାଲେପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ସୋମବାର ସ୍ୱତନ୍ତ୍ର ପୋକ୍ସୋ ଅଦାଲତ ତଥା ତୃତୀୟ ଅତିରିକ୍ତ ଜିଲା ଜଜ ବିକ୍ରମ ପଟ୍ଟନାୟକଙ୍କ ଇଜିଲାସରେ ୨ଜଣ ସାକ୍ଷ୍ୟ ପ୍ରଦାନ କରିଛନ୍ତି । ମୃତ ନାବାଳିକା ବାପା ଇଫତେକାର ଅହମ୍ମଦ ଓ ସାନ ଭାଇ ଗୁଲଜାର ସାକ୍ଷ୍ୟ ପ୍ରଦାନ କରିଥିଲେ । ଆସନ୍ତା ୧୨ତାରିଖରେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଛି ।