ଆଇଏଏସ୍ ଗଗନ ଧଳଙ୍କ ଇସ୍ତଫା

Aug 16, 2019 - 18:01
 147
ଭୁୁବନେଶ୍ୱର, ୧୬/୮(ସକାଳଖବର) କୃଷି ଉପôାଦ କମିଶନର ତଥା ଆଇଏଏସ୍ ଗଗନ ଧଳ ଚାକିରୀରୁ ଇସ୍ତଫା ଦେଇଛନ୍ତି । ୧୯୮୫ ବ୍ୟାଚର ଏହି ଆଇଏଏସ୍ ଅଫିସର୍ ଇସ୍ତଫା ଦେବା ପରେ ତାଙ୍କ ଜାଗାରେ ଅନ୍ୟତମ ବରିଷ୍ଠ ଆଇଏଏସ୍ ଅଫିସର୍ ପ୍ରଦୀପ୍ତ ମହାପାତ୍ରଙ୍କୁ ନିଯୁକ୍ତି ମିଳିଛି । ଚାକିରୀ କାର୍ଯ୍ୟକାଳ ଶେଷ ହେବାର ୪ ମାସ ଆଗରୁ ସେ ଇସ୍ତଫା ଦେଇଛନ୍ତି । ଶ୍ରୀ ଧଳ ୨୦୨୦ ମସିହା ଜାନୁଆରୀ ମାସରେ ·କିରିରୁ ଅବସର ନେଇଥା'ନ୍ତେ ।