୬୦ ଇନିସପେକ୍ଟର ୨୦ ସବଇନ୍ସପେକ୍ଟର ବଦଳି

Jul 26, 2018 - 18:26
 173
୬୦ ଇନିସପେକ୍ଟର ୨୦ ସବଇନ୍ସପେକ୍ଟର ବଦଳି
ଭୁବନେଶ୍ୱର,୨୬/୦୭ (ସକାଳଖବର): ବିଭିନ୍ନ ଜିଲ୍ଲାରୁ କମିଶନରେଟ ପୁଲିସକୁ ୩ ଜଣ ଇନିସପେକ୍ଟର ବଦଳି କରାଯାଇଥିଲା ବେଳେ କମିଶନରେଟ କାର୍ଯ୍ୟାଳୟର ଜଣେ ମହିଳା ଇନିସପେକ୍ଟରଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ୬୦ ଜଣ ଇନିସପେକ୍ଟରଙ୍କ ବଦଳି କରାଯାଇଛି । ୬୦ ଇନ୍ସପେକ୍ଟର ଓ ୨୦ଜଣ ସବଇନ୍ସପେକ୍ଟର ବଦଳି ନେଇ ଓଡ଼ିଶା ପୁଲିସ ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଅଳକାରାଣୀ ପଣ୍ଡା ଅନୀଲ କୁମାର ପ୍ରଧାନ ଅନୁସୂୟା ନାୟକ ଆରତୀ ଗିରି ଅଶୋକ କୁମାର ଗିରି ବଳରାମ ନାୟକ ବିଜୟ କୁମାର ମହାପାତ୍ର ବିଜୟ କୁମାର ମଲ୍ଲିକ ବିଜୟ କୁମାର ଓରାମ ବିନୟ ପ୍ରକାଶ ମିଞ୍ଜ ବିନୋଦ ଲାକ୍ରା ବିପିନ ବିହାରୀ ମେହେର ବୀରେନ୍ଦ୍ର କୁମାର ସେନାପତି ବିଶ୍ୱରଞ୍ଜନ ସାହୁ ଚିତ ରଂଜନ ନାୟକ ଡାନିଏଲ କାରକେଟା ଦେବଯାନୀ ନାଏକ ଧର୍ମେନ୍ଦ୍ର କୁମାର ଶାନ୍ତି ଏଫରାମ କିରୋ ଗୀତିରଂଜନ ମହାପାତ୍ର ହୃଷିକେଷ ନାୟକ ଜଗନ୍ନାଥ ମଲ୍ଲିକ ଯୁଗଳ କିଶୋର ମଲ୍ଲିକ କୃଷ୍ଣଚନ୍ଦ୍ର ସେଠୀ ଲୀଳାବତୀ ମହନ୍ତ ଲିଲି ସାମନ୍ତରାୟ ମାଧବାନନ୍ଦ ନାୟକ ମହେନ୍ଦ୍ର ଦେହୁରୀ ମନୋଜ କୁମାର ରାଉତ ନଳିତା ମୋଦି ନମିତା ନାୟକ ନରେନ୍ଦ୍ର କୁମାର ଷଡ଼ଙ୍ଗୀ ପଦ୍ମ ମୁଥୁ - ରାୟଗଡ଼ା ପ୍ରଦୀପ କୁମାର କାରକେଟା ପ୍ରଦୀପ କୁମାର ପଟ୍ଟନାୟକ ପ୍ରଜ୍ଞା ପାରମିତା ଜେନା ପ୍ରକାଶ କୁମାର କର୍ଣ୍ଣ ପ୍ରଭାସ ଚନ୍ଦ୍ର ସାହୁ ପ୍ରଭାତ ରଂଜନ ମହାନ୍ତି ପ୍ରିୟସ ରଂଜନ ଛୋଟରାୟ ରବୀନ୍ଦ୍ର କୁମାର ପାତ୍ର ରୋଜାଲିନ ପଟେଲ ସଚ୍ଚିଦାନନ୍ଦ ରଥ ସମୀର କୁମାର ରାଉତ ସମୀର କୁମାର ପଣ୍ଡା ସଂଧ୍ୟାରାଣୀ ବେହୁରିଆ ସଂଗ୍ରାମ କେଶରୀ ପଟ୍ଟନାୟକ ସରୋଜ କୁମାର କିସପୋଟ୍ଟା ସରୋଜିନୀ ସିଂହ ସତ୍ୟ କୁମାର ନନ୍ଦ ଶୁଭଶ୍ରୀ ପଣ୍ଡା ସୁବ୍ରତ କୁମାର ବେହେରା ସୁଦର୍ଶନ ପଣ୍ଡା ସୁଦୀପ୍ତ କୁମାର ସାହୁ ସୁମିତ କୁମାର ସୋରେନ ତପନ କୁମାର ଦାସ ତପନ କୁମାର ପତି ତୁଷାରକାନ୍ତ ମହାପାତ୍ର ଭାଲେଂଟିନା ରାୟ ରାଇସେନ ମୁର୍ମୁ