ହାତ ଧୋଇବାକୁ ଯାଇ ଚଟାଣରେ ପଡି ଯୁବକଙ୍କ ମୃତୁ୍ୟ

Jul 3, 2018 - 14:21
 146
ନୂଆପଡା, ୩/୭(ସକାଳଖବର)- ନୂଆପଡ଼ା ସଦର ଜୋଙ୍କ ଥାନା ପରକୋଡ ଗାଁର ନରେଶ କୁମାର ପାଣ୍ଡେ(୪୫) ଯୁବକ ମଧ୍ୟାହ୍ନରେ ନିଜ ଘରେ ଭୋଜନ କରି ହାତ ଧୋଇବାକୁ ଯିବା ସମୟରେ ଗୋଡ ଖସି ପଡି ଯାଇଥିଲେ । ମୁଣ୍ଡରେ ପଛ ପଟେ ଆଘାତ ଲାଗିବାରୁ ଗୁରୁତର ଅବସ୍ଥାରେ ପରିବାର ଲୋକେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭତ୍ତି କରିଥିଲେ । ଚିକିସôାଧିନଅବସ୍ଥାରେ ଅପରାହ୍ନରେ ତାଙ୍କର ମୃତୁ୍ୟ ହୋଇଥିଲା । ଏନେଇ ସଦର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ଏଏସଆଇ ଅଶୋକ ରାଉଲ କହିଛନ୍ତି ।