ସସ୍ମିତ ପାତ୍ରଙ୍କୁ ରାଜ୍ୟସଭା ମୁଖ୍ୟ ସଚେତକ ଦାୟିତ୍ୱ

Jul 27, 2019 - 07:35
 119
ଭୁବନେଶ୍ୱର, ୨୬/୭(ସକାଳଖବର): ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଂସଦ ଡ. ସସ୍ମିତ ପାତ୍ରଙ୍କୁ ରାଜ୍ୟସଭାରେ ବିଜେଡି ମୁଖ୍ୟ ସଚେତକ ଭାବେ ନିଯୁକ୍ତି ଦେଇଛନ୍ତି । ସେହିପରି ସାଂସଦ ଡ. ଅମର ପଟ୍ଟନାୟକଙ୍କୁ ବିଜେଡି ପାର୍ଲାମେଂଟାରୀ ପାର୍ଟି ଅଫିସ୍ ର ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି । ଦଳର ରାଜ୍ୟ ସମ୍ପାଦକ ବିଜୟ ନାୟକ ଏହି ସୂଚନା ଦେଇଛନ୍ତି ।