ସଚିବଙ୍କୁ ହାଜିରା ନିଦେ୍ର୍ଧଶ

Aug 23, 2018 - 19:41
 169
ସଚିବଙ୍କୁ ହାଜିରା ନିଦେ୍ର୍ଧଶ
କଟକ, ୨୩ା୮(ସକାଳଖବର): ୧୬ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ପାଇଁ ହଂସପାଳ ନିକଟସ୍ଥ ଭୋଇ ସାହି ବାସିନ୍ଦାଙ୍କୁ ଉଚ୍ଛେଦ ଉଦ୍ୟମ କରିବା ନେଇ ଦାୟର ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ର ଓ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିବାବେଳେ ପୂର୍ବ ନିଦେ୍ର୍ଧଶ ଅନୁସାରେ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କ ପକ୍ଷରୁ ଅତିରିକ୍ତ ଲ୍ୟାଣ୍ଡ ଅଫିସର ପ୍ରତାପ ଚନ୍ଦ୍ର ବେଉରା ସତ୍ୟପାଠ ଦାଖଲ କରିଛନ୍ତି । ତେବେ ଆସନ୍ତା ୧୦ତାରିଖରେ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ସାଧାରଣ ପ୍ରଶାସନ ବିଭାଗ ସଚିବଙ୍କୁ ନିଦେ୍ର୍ଧଶ ଦିଆଯାଇଛି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶିବଶଙ୍କର ମହାନ୍ତି ମାମଲା ପରିଚାଳନା କରୁଛନ୍ତି ।