ଲାଲୁ ଯାଦବଙ୍କୁ ମିଳିଲା ଜାମିନ

Apr 22, 2022 - 09:03
 56
ଲାଲୁ ଯାଦବଙ୍କୁ ମିଳିଲା ଜାମିନ
ରାଞ୍ଚି: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାବଦଙ୍କୁ ମିଳିଲା ଜାମିନ । ବହୁଚର୍ଚ୍ଚିତ ଗୋଖାଦ୍ୟ ଘୋଟାଲାର ଡୋରଣ୍ଡା ଟ୍ରେଜେରୀ ମାମଲାରେ ଝାଡଖଣ୍ଡ ହାଇକୋର୍ଟରୁ ଜାମିନ ପାଇଲେ ଲାଲୁ ଯାଦବ । ୧ ୦ ଲକ୍ଷ ଜୋରିମାନା ଓ ୧ ଲକ୍ଷର ବେଲ ବଣ୍ଡ ବଦଳରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ସ୍ୱାସ୍ଥ୍ୟଗତ ସମସ୍ୟା ଆଧାରରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଛି । ଜାମିନ ମିଳିବା ପରେ ଲାଲୁ ଯାଦବ ଖୁବଶୀଘ୍ର ଜେଲରୁ ମୁକୁଳିବେ ବୋଲି ଜଣାଯାଇଛି ।