ରୋଜଭ୍ୟାଲି ଅଧ୍ୟକ୍ଷଙ୍କ ଜାମିନ ମାମଲା ଶୁଣାଣି ଘଞ୍ଚିôଲା

Aug 7, 2018 - 17:39
 163
ରୋଜଭ୍ୟାଲି ଅଧ୍ୟକ୍ଷଙ୍କ ଜାମିନ ମାମଲା ଶୁଣାଣି ଘଞ୍ଚିôଲା
କଟକ,୭ା୮(ସକାଳଖବର): ରୋଜଭାାଲି ଗ୍ରୃପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ଅନ୍ତରୀଣ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ପରବର୍ତ୍ତୀ ଶୁଣାଣି ଆସନ୍ତା ସପ୍ତାହରେ ହେବା ପାଇଁ କୋର୍ଟ ଧାର୍ଯା କରିଛନ୍ତି ।