ଆର୍ଦ୍ରଭୂମୀ ସୁରକ୍ଷା ମାମଲା

Aug 7, 2018 - 17:40
 183
ଆର୍ଦ୍ରଭୂମୀ ସୁରକ୍ଷା ମାମଲା
କଟକ, ୭ା୮(ସକାଳଖବର): ଚିଲିକା ଓ ଭିତରକନିକା ଆର୍ଦ୍ରଭୂମୀ ସୁରକ୍ଷା ପ୍ରସଙ୍ଗରେ ମଙ୍ଗଳବାର ହାଇକୋର୍ଟ ଜଷ୍ଟିସ ବିଶ୍ୱଜିତ ମହାନ୍ତି ଓ ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଜବରଦଖଲ ପ୍ରସଙ୍ଗରେ ଗଞ୍ଜାମ ଓ ପୁରୀ ଜିଲାପାଳଙ୍କୁ ସାନି ସତ୍ୟପାଠ ଦାଖଲ ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଅନ୍ୟପକ୍ଷରେ ଚିଙ୍ଗୁଡି ଯାଅାଁଳା ଉପôାଦନ ପାଇଁ ବେଆଇନ ଭାବେ ଜାଗା ବ୍ୟବହାର କରୁଥିବା ବ୍ୟକ୍ତିବିଶେଷଙ୍କୁ ଜବାବ ରଖିବା ନିମନ୍ତେ ନୋଟିସ ଜାରି ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ଏହି ମାମଲାରେ ଆସନ୍ତା ସପ୍ତାହରେ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।