ଓମ ଓ ଦୀପୁ ହତ୍ୟା ମାମଲାରେ ସାକ୍ଷ୍ୟ ନୋହିଲା

Aug 7, 2018 - 17:38
 187
ଓମ ଓ ଦୀପୁ ହତ୍ୟା ମାମଲାରେ ସାକ୍ଷ୍ୟ ନୋହିଲା
କଟକ,୭ା୮(ସକାଳକବର): ଦୀପୁ ଓରଫ୍ ମନୋଜ ମଲ୍ଲିକ, ଓମ ହତ୍ୟାକାଣ୍ଡ ମାମଲାରେ ମଙ୍ଗଳବାର ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଇଜିଲାସରେ ସାକ୍ଷ୍ୟ ଗ୍ରହଣ ପାଇଁ ଧାର୍ଯ୍ୟ ହୋଇଥିବାବେଳେ କୌଣସି ସାକ୍ଷୀ ହାଜର ହୋଇନଥିଲେ । ତେବେ ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ଆସନ୍ତା ୨୭ତାରିଖରେ ହେବା ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି । ଅନ୍ୟପକ୍ଷରେ ଅଭିଯୁକ୍ତ ନିର୍ମଳ ରାଉତ କୋର୍ଟରେ ହାଜର ହୋଇଥିବାବେଳେ ଓମ ହତ୍ୟା ମାମଲା ଓ ତାନ୍ତିଆ ମାମଲାରେ ଚାର୍ଜଫ୍ରେମ ହୋଇଥିଲା ।