ରେଳ ଧାରଣାରୁ ମୃତ ଦେହ ଉଦ୍ଧାର

Aug 24, 2018 - 18:25
 215
ଅନୁଗୋଳ ୨୪/୮ (ସକାଳକବର): ତାଳଚେର-ସମ୍ବଲପୁର ରେଳପଥର ହଣ୍ଡପା ଥାନା କଦଳୀମୁ୍ଣ୍ଡା ଲେବୁଲ କ୍ରସିଙ୍ଗ ନିକଟରୁ ଆଜି ହଣ୍ଡପା ପୋଲିସ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ସେ ଏକ ଗାମୁଛା ପିନ୍ଧିଥିବା ଯୋଗୁଁ ପୋଲିସ ଆତ୍ମହତ୍ୟା କରିଥିବା ସନେ୍ଦହ କରୁଛି । ତେବେ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ । ପୋଲିସ ଶବ ବ୍ୟବଚ୍ଛେଦ ପଠାଇ ଦେଇଥିବାବେଳେ ଏକ ମାମଲା ରୁଜୁ କରିଛି ।