ବାରରେ ବାଉନସର ମନା : ଗାଇଡଲାଇନ ଜାରି

Nov 1, 2021 - 09:15
 84
ବାରରେ ବାଉନସର ମନା : ଗାଇଡଲାଇନ ଜାରି
ଭୁବନେଶ୍ୱର: ବାରରେ ବିଶୃଙ୍ଖଳାକୁ ରୋକିବାକୁ ବାଉନସର ରଖାଯାଇଥାଏ । ତେବେ ବେଳେ ବେଳେ ସେମାନେ ବି ଉପôାତ କରିଥାନ୍ତି । ଅଯଥାରେ ଗ୍ରାହକଙ୍କୁ ମାଡ଼ ମାରିବାକୁ ବି ପଛାଇନଥାନ୍ତି । ତେବେ ଏବେ ବାରରେ ବାଉନସରଙ୍କ ଉପôାତ ରୋକିବାକୁ ନୂଆ ଗାଇଡଲାଇନ ଜାରି କରାଯାଇଛି । ଏହି ଗାଇଡଲାଇନ ଜାରି କରିଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ତେବେ କ’ଣ ଏହି ଗାଇଡଲାଇନ ଆସନ୍ତୁ ଜାଣିବା- ୧- କୌଣସି ବାର ଘରୋଇ ସୁରକ୍ଷା କର୍ମୀ “ବାଉନସର’ ରଖିପାରିବେନି ୨- କେବଳ ରେଜଷ୍ଟ୍ରିଭୁକ୍ତ ଘରୋଇ ସିକୁ୍ୟରିଟି ସଂସ୍ଥାରୁ ସୁରକ୍ଷା କର୍ମୀ ରଖିପାରିବେ ୩- କେଉଁମାନଙ୍କୁ ସୁରକ୍ଷା କର୍ମୀଭାବେ ରଖିଛନ୍ତି, ଥାନାରେ ବାର ମାଲିକ ଜଣାଇବେ ୪- କୌଣସି ପରିସ୍ଥିତିରେ ଗ୍ରାହକଙ୍କ ମୌଳିକ ଅଧିକାର କ୍ଷୂର୍ଣ୍ଣ କରିପାରିବେନି ସୁରକ୍ଷା କର୍ମୀ ୫- କିଛି ଆବଶ୍ୟକ ହେଲେ ପୁଲିସକୁ ଜଣାଇବାକୁ ସୁରକ୍ଷାକର୍ମୀଙ୍କୁ ନିଦେ୍ର୍ଧଶ