ପିପିଲି ପୂର୍ବତନ ବିଧାୟକଙ୍କ ଜାମିନ ମାମଲା

Jul 5, 2018 - 14:29
 181
କଟକ,୫ ।୭(ସକାଳଖବର): ପିପିଲି ପୂର୍ବତନ ବିଧାୟକ ଯୁଧିଷ୍ଠିର ସାମନ୍ତରାୟ ଓରଫ କେଦାରଙ୍କ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ଆବେଦନକାରୀଙ୍କ ନାଁରେ କେତେ ଅପରାଧିକ ମାମଲା ରହିଛି; କେତେ ମାମଲାରେ ଦଣ୍ଡାଦେଶ ହୋଇଛି ଓ କେତେ ମାମଲାରେ ସେ ଖଲାସ ହୋଇଛନ୍ତି ସେ ନେଇ ଜଣାଇବା ପାଇଁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେବା ସହ କୋର୍ଟ ଏହି ମାମଲାରେ ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଛନ୍ତି ।