ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଆଗରେ ମୋଦି

Mar 16, 2023 - 07:59
 28
ନୋବେଲ ଶାନ୍ତି ପୁରସ୍କାର ଦୌଡରେ ଆଗରେ ମୋଦି
ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର । ନୋବେଲ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠୁ ଆଗରେ ରହିଛନ୍ତି । ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ଆସରେ ଦୋଜ ସୂଚନା ଦେଇଛନ୍ତି । ଏନେଇ ଜାତୀୟ ଓ ଆନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ମୋଦି ଯୁଦ୍ଧକୁ ଅଟକାଇବାରେ ସଫଳ ହୋଇଛନ୍ତି । ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ପାଇଁ ମୋଦିଙ୍କ ଲଗାତାର କାର୍ଯ୍ୟକୁ ନୋବେଲ ପୁରସ୍କାର କମିଟିର ଡେପୁଟି ଲିଡର ପ୍ରଶଂସା କରିଛନ୍ତି । ବିଶ୍ୱ ଶାନ୍ତ ପାଇଁ ସେ ନରବଚ୍ଛିନ୍ନ ଭାବେ କାର୍ଯ୍ୟ କରି ଚାଲିଛନ୍ତି । ବିଶ୍ୱ ଶାନ୍ତି ପୁନଃ ପ୍ରତିଷ୍ଠା ପାଇଁ ତାଙ୍କ ଠାରେ ସବୁ ପ୍ରକାର ଦକ୍ଷତା ରହିଛି ବୋଲି ସେ କହିଛନ୍ତି ।