ଦୋହା ଚାମ୍ପିଅନସିପ୍ ପାଇଁ ଦୂତି ମନୋନୀତ

Sep 12, 2019 - 17:56
 229
ଭୁବନେଶ୍ୱର, ୧୨/୯(ସକାଳଖବର): ଦୌଡ଼ରାଣି ଦୂତି ଚାନ୍ଦ ଆସନ୍ତା ୨୭ ତାରିଖରେ ଦୋହାଠାରେ ଅନୁଷ୍ଠିତ ହେଉଥିବା ବିଶ୍ୱ ଚମ୍ପିଆନସିପରେ ଅଂଶଗ୍ରହଣ କରିବେ । ୧୦୦ ମିଟର ପ୍ରତିଯୋଗିତାରେ ଭାଗ ନେବେ ।