ଦୀପୁ ହତ୍ୟା ମାମଲାରେ ଜେରା ଅସମାପ୍ତ

Jul 30, 2018 - 14:45
 163
ଦୀପୁ ହତ୍ୟା ମାମଲାରେ ଜେରା ଅସମାପ୍ତ
କଟକ,୩୦ା୭(ସକାଳଖବର): ଦୀପୁ ଓ ଓରଫ୍ ମନୋଜ ମଲ୍ଲିକ ହତ୍ୟାକାଣ୍ଡ ମାମଲାରେ ସୋମବାର ଜିଲ୍ଲା ଓ ଦୌରା ଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ଇଜଲାସରେ ସାକ୍ଷ୍ୟ ଗ୍ରହଣ ହୋଇଥିବାବେଳେ ମୃତକ ଦୀପୁର ବାପା ତଥା ଏତଲାକାରୀ ଅଦ୍ୱୈ÷ତ୍ୟ କୁମାର ମଲ୍ଲିକ କୋର୍ଟରେ ହାଜର ହୋଇ ସାକ୍ଷ୍ୟ ପ୍ରଦାନ କରିଥିଲେ । ତେବେ ଜେରା ଅସମାପ୍ତ ରହିବାରୁ ଆସନ୍ତାକାଲି ପରବର୍ତ୍ତୀ ସାକ୍ଷ୍ୟ ଗ୍ରହଣ ପାଇଁ ଦିନ ଧାର୍ଯ୍ୟ ହୋଇଛି ।