ରୋଜଭ୍ୟାଲି ଅଧ୍ୟକ୍ଷଙ୍କ ଜାମିନ ମାମଲା

Jul 20, 2018 - 17:04
 163
ରୋଜଭ୍ୟାଲି ଅଧ୍ୟକ୍ଷଙ୍କ ଜାମିନ ମାମଲା
କଟକ,୨୦ା୭(ସକାଳଖବର): ରୋଜଭ୍ୟାଲି ଗ୍ରୃପ ଅଧ୍ୟକ୍ଷ ଗୌତମ କୁଣ୍ଡୁଙ୍କ ନିୟମିତ ଜାମିନ ଆବେଦନ ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ଜବାବ ଦାଖଲ ପାଇଁ ସିବିଆଇ ପକ୍ଷରୁ ମହଲତ ଲୋଡାଯାଇଥିଲା । ଫଳରେ ଏହି ମାମଲାରେ ଆସନ୍ତା ୭ତାରିଖରେ ପରବର୍ତ୍ତର୍ୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।