ଏଟିମ ଲୁଟି ନେଲେ

Apr 14, 2019 - 07:01
 216
ଏଟିମ ଲୁଟି ନେଲେ
ଚଣ୍ଡିଖୋଲରେ ଆଜି ଏପରି ଏକ ଅଜବ ଘଟଣା ଘଟିଛି । ସହରରେ ଥିବା ଏକ ଏଚଡିଏଫସି ବ୍ୟାଙ୍କ ଏଟିଏମ ରାତାରାତି ଗାଏବ ହୋଇଯାଇଛି । ସକାଳୁ ଲୋକମାନେ ଏଟିଏମ ଭିତରକୁ ଟଙ୍କା ଉଠାଣ ପାଇଁ ଯାଇ ଦେଖିଲେ ଯେ ସମୁଦାୟ ଏଟିଏମ ମେସିନଟି ହିଁ ନାହିଁ । ତେବେ ଏହି ଏଟିଏମରେ କେତେ ଟଙ୍କା ଥିବା ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୁଲିସରେ ଏ ନେଇ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।