ଏଟି ମୁଖକ୍ରଙ୍କ ଦଣ୍ଡାଦେଶ ଚାଲେଞ୍ଜ ମାମଲା

Jun 20, 2018 - 20:39
 244
କଟକ,୨୦ା୬(ଗ୍ଧଗ୍ଦଳଜ୍ଞଝକ୍ତହ): ଅର୍ଥତଲୟଲ୍ୱ ଚିଟଫଣ୍ଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ପ୍ରଦୀପ କୁମାର ସେଠୀଙ୍କ ବିରୋଧରେ ସିବିଆଇ କୋର୍ଟରେ ହୋଇଥିବା ଜେଲ ଦଣ୍ଡାଦେଶକୁ ରଦ୍ଧ କରିବା ଓ ସିବିଆଇ ବ୍ୟତୀତ ଅନ୍ୟ ଥାନା ପକ୍ଷରୁ ରୁଜୁ ହୋଇଥିବା ମାମଲାକୁ ଖାରଜ କରିବା ପାଇଁ ପ୍ରାର୍ଥନା କରି ଦାୟର ପୃଥକ ଦୁଇଟି ମାମଲାରେ ମଙ୍ଗଳବାର ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ନିମ୍ନ ଅଦାଲତର ରେକର୍ଡ ତଲବ କରିଛନ୍ତି । ଏହି ମାମଲାରେ ଜୁନ ମାସ ୨୬ତାରିଖରେ ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ଧାର୍ଯ୍ୟ କରିଛନ୍ତି ।