ଅରୁନ୍ଧତି ଇନଫ୍ରାଟେକ ଠକେଇ ମାମଲା

Jul 12, 2018 - 15:20
 182
କଟକ,୧୨ା୭(ସକାଳଖବର): ଅରୁନ୍ଧତି ଇନଫ୍ରାଟେକ ପ୍ରାଇଭେଟ ଲିମିଟେଡ ସଂସ୍ଥା ପରିଚାଳନା ନିଦେ୍ର୍ଧଶକ ଅଶୋକ ସୁନ୍ଦରାୟ ଓ ନିଦେ୍ର୍ଧଶିକା ତଥା ତାଙ୍କ ପତ୍ନୀ ନିରୁପମା ସୁନ୍ଦରାୟଙ୍କ ପୃଥକ ଅପିଲ ମାମଲା ଉପରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ୩୧ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି । ପୂର୍ବରୁ କୋର୍ଟ ଏହି ମାମଲା ଉପରେ ଶୁଣାଣି କରି କେତେ ଘର ତିଆରି ଶେଷ ହୋଇଛି, ସେ ନେଇ ଲିଖିତ ଭାବେ ଜଣାଇବା ପାଇଁ ନିଦେ୍ର୍ଧଶ ଦେଇଥିଲେ ।