ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍

Jan 30, 2019 - 06:16
 175
ଅତନୁ ଓ ଅରୁଣଙ୍କୁ ସିବିଆଇ ନୋଟିସ୍
ଭୁବନେଶ୍ୱର, ୨୯/୧(ସକାଳଖବର): ବିଜେଡିର ୨ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ଅରୁଣ ସାହୁଙ୍କୁ ଚିଟଫଣ୍ଡ ସଂସ୍ଥା ଲିଙ୍କ୍ ରେ ସିବିଆଇ ନୋଟିସ୍ ଜାରୀ କରିଛି । ସି-ସୋର ଚିଟଫଣ୍ଡ ଲିଙ୍କ୍ ନେଇ ଉଭୟଙ୍କୁ ସିବିଆଇ ନୋଟିସ୍ କରିଥିବା ଜଣାପଡିଛି । ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଚିଟଫଣ୍ଡ ଠକେଇ ନେଇ ସିବିଆଇ ସକ୍ରିୟ ହେବା ନେଇ ଚର୍ଚ୍ଚା ଜୋର ଧରିଛି ।