ଅଗଷ୍ଟ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର କାର୍ଯ୍ୟକ୍ରମ

Jun 30, 2018 - 18:40
 127
ବାରିପଦା: ୩୦ା୬(ସକାଳଖବର): ଓଡ଼ିଶା ସରକାରଙ୍କ ନିଦେ୍ର୍ଧଶ କ୍ରମେ ମୟୂରଭଞ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତତ୍ୱାବଧାନରେ ୨୦୧୮ ଜୁଲାଇ ମାସ ନିମନ୍ତେ ମିଳିତ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆସନ୍ା ୨ ତାରିଖ ମାସର ପ୍ରଥମ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ହେବ ।