୫ ଆଇପିଏସଙ୍କୁ ପଦୋନ୍ନତି

Dec 20, 2018 - 18:30
 240
୫ ଆଇପିଏସଙ୍କୁ ପଦୋନ୍ନତି
ଭୁବନେଶ୍ୱର, ୨୦/୧୨(ସକାଳଖବର): ୨୦୦୬ ବ୍ୟାଚ୍ ର ୫ ଜଣ ଆଇପିଏସ୍ ଅଫିସରଙ୍କୁ ସିଲେକସନ୍ ଗ୍ରେଡ୍ କୁ ପଦୋନ୍ନତି ଦିଆଯାଇଛି । ସେମାନେ ହେଲେ ଅନିରୁଦ୍ଧ କୁମାର ସିଂହ , ସୁଧା ସିଂହ , ଅନୁପ କୁମାର ସାହୁ , ଅମ୍ରିତା ଦାଶ ଓ ଅନୁପ କ୍ରିଷ୍ଣା ।