୪ବିଧାୟକଙ୍କୁ ପକ୍ଷଭୁକ୍ତ ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଧଶ

Aug 6, 2018 - 16:07
 224
୪ବିଧାୟକଙ୍କୁ ପକ୍ଷଭୁକ୍ତ ପାଇଁ ହାଇକୋର୍ଟଙ୍କ ନିଦେ୍ର୍ଧଶ
କଟକ,୬ା୮(ସକାଳଖବର): ଏକ ୱେବ ପୋର୍ଟାଲ ମୁଖ୍ୟ ରବି ଶର୍ମାଙ୍କ ଆଗୁଆ ଜାମିନ ମାମଲାରେ ହାଇକୋର୍ଟ ଜଷ୍ଟିସ ଏସ କେ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଶୁଣାଣି ହୋଇଥିବାବେଳେ ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନା କରାଯାଇଥିଲା । ତେବେ କୋର୍ଟ ସରକାରଙ୍କ ଯୁକ୍ତିକୁ ଗ୍ରହଣ କରି ଏତଲାକାରୀ ବିଧାୟକଙ୍କୁ ଉକ୍ତ ମାମଲାରେ ପକ୍ଷଭୁକ୍ତ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ପରବର୍ତ୍ତୀ ଶୁଣାଣି ୧୦ତାରିଖରେ ହେବ ବୋଲି କୋର୍ଟ ଧାର୍ଯ୍ୟ କରିଛନ୍ତି ।