ସେସୁ ସୁପରଭାଇଜରଙ୍କୁ ନିୟମିତ କରିବା ପ୍ରସଙ୍ଗରେ ନିଷ୍ପତ୍ତି ନିଅ-ହାଇକୋର୍ଟ

Aug 23, 2018 - 19:23
 229
ସେସୁ ସୁପରଭାଇଜରଙ୍କୁ ନିୟମିତ କରିବା ପ୍ରସଙ୍ଗରେ ନିଷ୍ପତ୍ତି ନିଅ-ହାଇକୋର୍ଟ
କଟକ,୨୩ା୮(ସକାଳଖବର): ସେସୁ ଅଧିନରେ କାର୍ଯ୍ୟରତ ଥିବା ସୁପରଭାଇଜରମାନଙ୍କୁ ନିୟମିତ କରିବା ପ୍ରସଙ୍ଗରେ ଯାହା ପ୍ରସ୍ତାବ ରହିଛି, ସେଥି ଅନୁସାରେ ପଦକ୍ଷେପ ଗ୍ରହଣ କରିବା ପାଇଁ ହାଇକୋର୍ଟ ଡକ୍ଟର ଜଷ୍ଟିସ ଏ କେ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଶିଭୂଷଣ ଜେନା ମାମଲା ପରିଚାଳନା କରୁଥିଲେ ।