ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ

Jul 20, 2018 - 17:06
 160
ଠକେଇ ମାମଲାରେ ଦୁଇ ଅଭିଯୁକ୍ତଙ୍କ ଜାମିନ ଖାରଜ
କଟକ,୨୦ା୭(ସକାଳଖବର): ଲୋକଙ୍କୁ ସ୍ୱଳ୍ପ ମୂଲ୍ୟରେ ଜମି ଯୋଗାଇବା ନାଁରେ ପ୍ରାୟ ୪୦ ଲକ୍ଷ ଠକେଇ କରିଥିବା ଅଭିଯୋଗରେ ସତ୍ୟମ୍ ସାଇ ଇନ୍ଫ୍ରାଟେକ୍ ସଂସ୍ଥାର ମୁଖ୍ୟ ବାସୁଦେବ ବେହେରା ଓ ଜ୍ଞାନ ରଞ୍ଜନ ବେହେରାଙ୍କ ଜାମିନ ଆବେଦନ ଉପରେ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟ ଶୁଣାଣି କରି ଖାରଜ କରିଛନ୍ତି ।