ମୟୂରଭଞ୍ଜ ବିଜୁ ଛାତ୍ର ଜନତାର ନୂତନ କମିଟି ଗଠିତ

Aug 18, 2018 - 14:24
 199
ବାରିପଦା,୧୮/୦୮ (ସକାଳଖବର): ରାଜ୍ୟ ବିଜୁ ଛାତ୍ର ଜନତା ଦଳ ସଭାପତି ରାଣା ପ୍ରତାପ ପାତ୍ରଙ୍କ ଅନୁମୋଦନ କ୍ରମେ ମୟୂରଭଞ୍ଜ ଜିଲ୍ଲା ଛାତ୍ର ବିଜେଡିର ନୂତନ କମିଟି ସହ ବ୍ଲକ ଗଠିତ ହୋଇଅଛି । ରାଜ୍ୟ ବିଜୁ ଛାତ୍ର ଜନତା ଦଳର ସଭାପତିଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଉପସଭାପତି ଭାବେ ସାମନ୍ତ ଶେଖର ପାଲ, ଜ୍ୟୋତିରଞ୍ଜନ ନାୟକ, ତୁଷାର ନାୟକ, ପ୍ରଶାନ୍ତ ମହାକୁଢ଼, ଉଷା ହେମ୍ବ୍ରମ, ଶୁଭ୍ରାଜିତ ପାଣି, ରାଜୀବ ଲୋଚନ ବେହେରା, ମାନସ କୁମାର ଜେନା, ବିଭୂଶଙ୍କର ପଟ୍ଟନାୟକ, ଦେବାଶିଷ ବୋଷ, ବିଶ୍ୱରଞ୍ଜନ ନାୟକଙ୍କୁ ମନୋନିତ କରାଯାଇଛି ।