ମାନସ ହେଲେ ବିଜେଡ଼ିର ସାଧାରଣ ସଂପାଦକ

Jan 18, 2019 - 06:26
 131
ମାନସ ହେଲେ ବିଜେଡ଼ିର ସାଧାରଣ ସଂପାଦକ
ଭୁବନେଶ୍ୱର, ୧୬୧(ସକାଳଖବର): ବିଜୁ ଜନତା ଦଳର ଗଣମାଧ୍ୟମ ସଂଯୋଜକ ମାନସ ସଙ୍ଗରାଜଙ୍କୁ ଦଳର ସାଧାରଣ ସଂପାଦକ (ଗଣମାଧ୍ୟମ ବ୍ୟାପାର) ଭାବେ ନିଯୁକ୍ତି ଦିଆଯାଇଛି । ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଏହି ନିଯୁକ୍ତି ସଂପର୍କରେ ଦଳର ଅନ୍ୟତମ ସାଧାରଣ ସଂପାଦକ ପ୍ରଣବ ପ୍ରକାଶ ଦାସ ଜଣାଇଛନ୍ତି ।