ତିରୁପତିଙ୍କ କଗ୍ନିଜାନ୍ସ ଚାଲେଞ୍ଜ ମାମଲାରେ ୧୭ରେ ଶୁଣାଣି

Jul 19, 2018 - 14:42
 200
ତିରୁପତିଙ୍କ କଗ୍ନିଜାନ୍ସ ଚାଲେଞ୍ଜ ମାମଲାରେ ୧୭ରେ ଶୁଣାଣି
କଟକ,୧୯ା୭(ସକାଳଖବର): ସ୍ୱତନ୍ତ୍ର ଡେଜିଗନେଟେଡ କୋର୍ଟ ନେଇଥିବା କଗ୍ନିଜାନ୍ସକୁ ଚାଲେଞ୍ଜ କରି ଏହାକୁ ରଦ୍ଧ କରିବା ପାଇଁ ହାଇଟେକ୍ ସଂସ୍ଥା ଅଧ୍ୟକ୍ଷ ତିରୁପତି ପାଣିଗ୍ରାହୀଙ୍କ ପକ୍ଷରୁ ଦାୟର ୫ଟି ମାମଲାରେ ହାଇକୋର୍ଟ ଜଷ୍ଟିସ ଜେ ପି ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରି ପରବର୍ତ୍ତୀ ଶୁଣାଣି ଆସନ୍ତା ଅଗଷ୍ଟ ମାସ ୧୭ତାରିଖରେ ହେବା ପାଇଁ ଧାର୍ଯ୍ୟ କରିଛନ୍ତି ।