ଡ଼ାକ ବିଭାଗ ଅଧିକ୍ଷକକୁ ୩.୫ ହଜାର କ୍ଷତିପୂରଣ ନିଦେ୍ର୍ଧଶ

Aug 22, 2018 - 07:59
 230
ଡ଼ାକ ବିଭାଗ ଅଧିକ୍ଷକକୁ ୩.୫ ହଜାର କ୍ଷତିପୂରଣ ନିଦେ୍ର୍ଧଶ
କଟକ,୨୧ା୮(ସକାଳଖବର): କଟକ ସ୍ଥାୟୀ ଲୋକ ଅଦାଲତ(ଜନ ଉପଯୋଗୀ ସେବା) ଏକ ମାମଲାର ଶୁଣାଣି କରି କଟକ ସିଟି ଡିଭିଜନ ପୋଷ୍ଟାଲ ଅଧୀକ୍ଷକଙ୍କୁ ଆବେଦନକାରୀଙ୍କ ମାମଲା ଖର୍ଚ୍ଚ ସହ ୩.୫ ହଜାର ଟଙ୍କାର କ୍ଷତିପୂରଣ ପ୍ରଦାନ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଏହି ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ପ୍ରେମ୍ରାଜ୍ ବହିଦାର୍, ସଦସ୍ୟ ତପନ କୁମାର ମଣ୍ଡଳ ଓ ପ୍ରଦୀପ୍ ପଟ୍ଟନାୟକ ଅପର୍ଣ୍ଣା ନଗରର ହରେକୃଷ୍ଣ ନାୟକଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଉପରୋକ୍ତ ନିଦେ୍ର୍ଧଶ ଦେଇଛନ୍ତି ।