ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର

Sep 20, 2018 - 17:04
 248
ଅନୁଗୋଳÿ ,୨୦/୯ (ସକାଳଖବର): ଅନୁଗୋଳ ଥାନା ଅନ୍ତର୍ଗତ ଖଲାରୀ ଗଡ଼ପଦା ସାହି ଠାରେ ୨୧ ବର୍ଷିୟା ଯୁବତୀଙ୍କ ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରିଛି । ଘଟଣାରୁ ପ୍ରକାଶ ଯେ, ଅନୁଗୋଳ ଥାନା ଅନ୍ତର୍ଗତ ଖଲାରୀ ଗଡ଼ପଦା ସାହିଠାରେ ଆଜି ସନ୍ଧ୍ୟାରେ ଶିଶିର ସାମଲଙ୍କ ଝିଅ କି୍ରଷ୍ଣା ସାମଲ (୨୧) ନିଜ ଡେ଼୍ରସ କିମ୍ବା ଚୁନି ସାହାଯ୍ୟରେ ତାଙ୍କ ଘରେ ଝୁଲି ଆତ୍ମହତ୍ୟା କରିଛନ୍ତି । ଏନେଇ ପରିବାର ଲୋକ ପୋଲିସକୁ ଖରବ ଦେବାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚô ଝୁଲନ୍ତା ଶବକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ରୁଜୁ ମାମଲା କରି ଘଟଣାର ତଦନ୍ତ କରୁଛି ।