କାର୍ଯ୍ୟରେ ଯୋଗଦେଲେ ୪ ବିଚାରପତି

Jun 18, 2018 - 14:38
 232
କଟକ,୧୮ ।୬(ସକାଳଖବର): କଟକ ଜିଲା ଦୌରାଜଜଙ୍କ କୋର୍ଟରେ ୪ଜଣ ଜଜ ସୋମବାର କାର୍ଯ୍ୟ କ୍ଷେତ୍ରରେ ଯୋଗଦାନ କରିଛନ୍ତି । ଏଠାରେ ସିଜେଏମ ଥିବା ବିକ୍ରମ କେଶରୀ ପଟ୍ଟନାୟକ ତୃତୀୟ ଅତିରିକ୍ତ ଜିଲା ଜଜ ଭାବେ କାର୍ଯ୍ୟକ୍ଷେତ୍ରରେ ଯୋଗଦାନ କରିଥିବାବେଳେ ଢେଙ୍କାନାଳ ଜିଲା ଦୌରାଜଜଙ୍କ କୋର୍ଟରେ ଥିବା ରେଜିଷ୍ଟ୍ରାର ବନ୍ଦନା କର ସିଜେଏମ ଭାବେ ଯୋଗଦାନ କରିଛନ୍ତି । ସେହିପରି ଆଠଗଡ଼ ଏସଡିଜେଏମ ସଶ୍ମିତା ତ୍ରିପାଠୀ ଚତୁର୍ଥ ଅତିରିକ୍ତ ସବ ଜଜ ଓ ଗଜପତି ମାଜିଷ୍ଟ୍ରେଟ ଥିବା ମନୋଜ କୁମାର ମହାନ୍ତି ଜେଏମଏଫସି ଭାବେ